Advertisment

ହାତୀ ଭଳି ଟିମ୍ କଣ ପାଇଁ?

ସଂପ୍ରତି ବିଜେଡିର ନବକଳେବର ପର୍ଯ୍ୟାୟ ଜାରି ରହିଛି। ଏହି ପର୍ଯ୍ୟାୟରେ ଦଳ ଘୋଷଣା କରିଛି ଏହାର ବିଜୁ ଛାତ୍ର ଜନତା ଦଳ କମିଟି। ଦଳ ଗଠନ କରିଛି ୨୦୦ରୁ ଅଧିକ ସଦସ୍ୟ ଥିବା ହାତୀ ଭଳିଆ ଏକ ଟିମ୍। ଏହି ଟିମରେ କାର୍ଯ୍ୟକାରୀ ସଭାପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହପରି BCJD ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ସହ ସଂପାଦକ ପଦ ମଧ୍ୟ ଢେର ଅଧିକ ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଏଭଳି ଜୁମ୍ବୋ ଟିମ୍ […]

ହାତୀ ଭଳି ଟିମ୍ କଣ ପାଇଁ?

bjd hati

Advertisment

ସଂପ୍ରତି ବିଜେଡିର ନବକଳେବର ପର୍ଯ୍ୟାୟ ଜାରି ରହିଛି। ଏହି ପର୍ଯ୍ୟାୟରେ ଦଳ ଘୋଷଣା କରିଛି ଏହାର ବିଜୁ ଛାତ୍ର ଜନତା ଦଳ କମିଟି। ଦଳ ଗଠନ କରିଛି ୨୦୦ରୁ ଅଧିକ ସଦସ୍ୟ ଥିବା ହାତୀ ଭଳିଆ ଏକ ଟିମ୍। ଏହି ଟିମରେ କାର୍ଯ୍ୟକାରୀ ସଭାପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହପରି BCJD ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ସହ ସଂପାଦକ ପଦ ମଧ୍ୟ ଢେର ଅଧିକ ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଏଭଳି ଜୁମ୍ବୋ ଟିମ୍ ଗଢିବା ପଛରେ କାରଣ କଣ?

Advertisment

Odisha Reporter Jumbo Bjd Bjd Jumbo Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe