/odisha-reporter/media/post_attachments/uploads/2022/09/student-1.jpg)
student
ନିଜ ଶେଷ ଚିଠିରେ କିଛି ଏମିତି ଲେଖିବା ପରେ ଗାମୁଛା ଲଗାଇ ଝୁଲିପଡିଥିଲେ ଯୁକ୍ତ ୨ ଛାତ୍ର ସୂର୍ଯ୍ୟପ୍ରକାଶ। ମାତ୍ର ୨୨ ଦିନ ତଳେ ଗାଁ ଛାଡ଼ି ଭୁବନେଶ୍ଵରର ଏକ ଘରୋଇ କଲେଜକୁ ଆସିଥିଲେ ସୂର୍ଯ୍ୟ। କିନ୍ତୁ ହଠାତ ତାଙ୍କ ସହ ଏମିତି କଣ ଘଟିଲା ଯେ ସେ ଏଭଳି ଏକ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ? ଏମିତି କଣ କାରଣ ଥିଲା ଯାହାକୁ ନିଜ ଶେଷ ଚିଠିରେ ମଧ୍ୟ ଲେଖିପାରିଲେ ନାହିଁ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
