/odisha-reporter/media/post_attachments/uploads/2022/07/ardhendu.jpg)
ardhendu
ଇଓଡବଲ୍ୟୁ ଅଫିସର ତାଙ୍କୁ ସାଙ୍ଗରେ ନେବା ପୂର୍ବରୁ ଅର୍ଦ୍ଧେନ୍ଦୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅର୍ଦ୍ଧେନ୍ଦୁ ଚ୍ୟାନେଲ କାମରେ ଜୟପୁର ଯାଇଥିଲେ। ସେଠାରୁ ଫେରି ବନ୍ଧୁଙ୍କ ଘରେ ବିଶ୍ରାମ ନେଉଥିଲେ। ଏତିକିବେଳେ ଇଓଡବଲ୍ୟୁ ଅଫିସରମାନେ ଆସି ତାଙ୍କୁ ସାଙ୍ଗରେ ଯିବା ଲାଗି କହିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
