Advertisment

ମଶାଣୀ ରୁ ଫେରିଲା ଝିଅର ଶବ

ମାଆଙ୍କ ମୃତ୍ୟୁ ପରେ ବାପା ଦ୍ୱିତୀୟ ବିବାହ ପାଇଁ ଜିଦ୍ କଲେ ଆଉ ଯେତେବେଳେ ବାପାଙ୍କ ଦ୍ୱିତୀୟ ବିବାହକୁ ନାବାଳିକା ଝିଅ ବିରୋଧ କଲା, ସେତେବେଳେ ଜନ୍ମକଲା ବାପା କୁଆଡେ ଝିଅକୁ ମାରି ପୋତି ଦେଲେ। ଘଟଣା ତଦନ୍ତ ଚାଲିଛି, ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ତ, ଆଉ ମୃତ ନାବାଳିକାର ମାମୁଁ ଘର ଲୋକଙ୍କ ଅଭିଯୋଗ ଯଦି ସତ ବୋଲି ପ୍ରମାଣିତ ହୁଏ, ତେବେ ଏଭଳି ବାପାକୁ ହୁଏତ କେବେ ବି ଭଗବାନ କେବେ […]

author-image
Debendra Prusty
ଅଦ୍ୟତନ ହୋଇଛି
ମଶାଣୀ ରୁ ଫେରିଲା ଝିଅର ଶବ

masani

ମାଆଙ୍କ ମୃତ୍ୟୁ ପରେ ବାପା ଦ୍ୱିତୀୟ ବିବାହ ପାଇଁ ଜିଦ୍ କଲେ ଆଉ ଯେତେବେଳେ ବାପାଙ୍କ ଦ୍ୱିତୀୟ ବିବାହକୁ ନାବାଳିକା ଝିଅ ବିରୋଧ କଲା, ସେତେବେଳେ ଜନ୍ମକଲା ବାପା କୁଆଡେ ଝିଅକୁ ମାରି ପୋତି ଦେଲେ। ଘଟଣା ତଦନ୍ତ ଚାଲିଛି, ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ତ, ଆଉ ମୃତ ନାବାଳିକାର ମାମୁଁ ଘର ଲୋକଙ୍କ ଅଭିଯୋଗ ଯଦି ସତ ବୋଲି ପ୍ରମାଣିତ ହୁଏ, ତେବେ ଏଭଳି ବାପାକୁ ହୁଏତ କେବେ ବି ଭଗବାନ କେବେ କ୍ଷମା କରିବେନି।

Advertisment

Widower Remarriage Father Killed Minor Daughter