Advertisment

ହବିଷିଆଳୀ କ୍ୟାମ୍ପରେ ନବୀନ ସ୍ତୁତି

ବ୍ରହ୍ମା ବିଷ୍ଣୁ ମହେଶ୍ୱର….ଧନ୍ୟ ଧନ୍ୟ ନବୀନ ସରକାର। ରାଧା ଦାମୋଦରଙ୍କୁ ଛାଡ଼ି ନବୀନଙ୍କ ନାମ ଭଜୁଛନ୍ତି। ଚଳନ୍ତି ଠାକୁର ବୋଲି ସ୍ତୁତିଗାନ କରୁଛନ୍ତି। ପୁରୀ ଧର୍ମଶାଳା ହବିଷିଆଳୀ କ୍ୟାମ୍ପରେ ହଠାତ ଏହା ଶୁଣିବାକୁ ମିଳିଛି। ଜଣେ ହବିଷିଆଳୀ ନିଜେ ଏହା ଗାଉଛନ୍ତି ଆଉ ତାଙ୍କ ପାଖରେ ବସିଛନ୍ତି ଜଣେ ସରକାରୀ ଅଧିକାରୀ।

ହବିଷିଆଳୀ କ୍ୟାମ୍ପରେ ନବୀନ ସ୍ତୁତି

naveen bhajan

Advertisment

ବ୍ରହ୍ମା ବିଷ୍ଣୁ ମହେଶ୍ୱର….ଧନ୍ୟ ଧନ୍ୟ ନବୀନ ସରକାର। ରାଧା ଦାମୋଦରଙ୍କୁ ଛାଡ଼ି ନବୀନଙ୍କ ନାମ ଭଜୁଛନ୍ତି। ଚଳନ୍ତି ଠାକୁର ବୋଲି ସ୍ତୁତିଗାନ କରୁଛନ୍ତି। ପୁରୀ ଧର୍ମଶାଳା ହବିଷିଆଳୀ କ୍ୟାମ୍ପରେ ହଠାତ ଏହା ଶୁଣିବାକୁ ମିଳିଛି। ଜଣେ ହବିଷିଆଳୀ ନିଜେ ଏହା ଗାଉଛନ୍ତି ଆଉ ତାଙ୍କ ପାଖରେ ବସିଛନ୍ତି ଜଣେ ସରକାରୀ ଅଧିକାରୀ।

Advertisment

Naveen Eulogy Naveen Bhajan Naveen Kirtan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe