Advertisment

ସ୍ତ୍ରୀ ସହମତିରେ କିନ୍ନରଙ୍କୁ ବାହା ହେଲେ ସ୍ୱାମୀ

ଦେଖିବାକୁ ମିଳିଛି ଏକ ଭିନ୍ନ ଧରଣର ବାହାଘର। କିନ୍ନରମାନଙ୍କ ସହାୟତାରେ କିନ୍ନର ଓ ଜଣେ ବିବାହିତ ବ୍ୟକ୍ତିଙ୍କ ମଧ୍ୟରେ ବାହାଘର। କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକର ଧୂର୍କୁଟି ଗାଁର ବିବାହିତ ବ୍ୟକ୍ତି ଫକିର ନିଆଲ୍ ବିବାହିତ ହୋଇ ଘର ସଂସାର କରି ସ୍ତ୍ରୀ ଓ ଜଣେ ପାଞ୍ଚ ବର୍ଷର ପୁଅ ରହିଥିବା ବେଳେ ପୁଣି ଜଣେ କିନ୍ନରକୁ ବାହା ହୋଇ ଚର୍ଚ୍ଚାରେ ରହିଛନ୍ତି। ଦାଦପୁର ଗାଁର ସଙ୍ଗୀତା କିନ୍ନରକୁ ଜଣେ ବିବାହିତ ବ୍ୟକ୍ତି ବାହା ହୋଇଛନ୍ତି। ତେବେ […]

ସ୍ତ୍ରୀ ସହମତିରେ କିନ୍ନରଙ୍କୁ ବାହା ହେଲେ ସ୍ୱାମୀ

kinnar

Advertisment

ଦେଖିବାକୁ ମିଳିଛି ଏକ ଭିନ୍ନ ଧରଣର ବାହାଘର। କିନ୍ନରମାନଙ୍କ ସହାୟତାରେ କିନ୍ନର ଓ ଜଣେ ବିବାହିତ ବ୍ୟକ୍ତିଙ୍କ ମଧ୍ୟରେ ବାହାଘର। କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକର ଧୂର୍କୁଟି ଗାଁର ବିବାହିତ ବ୍ୟକ୍ତି ଫକିର ନିଆଲ୍ ବିବାହିତ ହୋଇ ଘର ସଂସାର କରି ସ୍ତ୍ରୀ ଓ ଜଣେ ପାଞ୍ଚ ବର୍ଷର ପୁଅ ରହିଥିବା ବେଳେ ପୁଣି ଜଣେ କିନ୍ନରକୁ ବାହା ହୋଇ ଚର୍ଚ୍ଚାରେ ରହିଛନ୍ତି। ଦାଦପୁର ଗାଁର ସଙ୍ଗୀତା କିନ୍ନରକୁ ଜଣେ ବିବାହିତ ବ୍ୟକ୍ତି ବାହା ହୋଇଛନ୍ତି। ତେବେ ଉଭୟ ସଙ୍ଗୀତା କିନ୍ନର ଓ ଫକିର ନିଆଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ଉଭୟଙ୍କ ସହମତିରେ ନର୍ଲା ରୋଡ଼ କିନ୍ନରଙ୍କ ବାସଗୃହରେ ବିବାହ ସମ୍ପାଦନ ହୋଇଥିବା ଜଣା ପଡିଛି।

Advertisment

Wife Third Gender Marriage Kinnar Marriage Husband And Kinnar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe