Advertisment

ଜୋତା ଖୋଲିଲେ, ସ୍ୱାମୀକୁ ସେକି ଦେଇଗଲେ!

୫ ବର୍ଷ ହେଲା ଲାଗିରହିଥିଲା ସ୍ୱାମୀ ସ୍ତ୍ରୀ ବିବାଦ। କିନ୍ତୁ ତୁଟୁନଥିଲା। ନିଜ ସ୍ୱାମୀକୁ ନେଇ ନାକେଦମ ହୋଇଥିବା ସ୍ତ୍ରୀ ଶେଷରେ ଦେଲେ ଉଚିତ ଜବାବ। ବିଚ ରାସ୍ତାରେ ସ୍ୱାମୀର କଲର ଧରି ପିଟିଗଲେ ନିଜ ଜୋତାରେ। ରାସ୍ତା ମଝିରେ ପାଦରୁ ଜୋତା କାଢ଼ି ସେ ନିଜ ସ୍ୱାମୀଙ୍କ ମୁଁହକୁ ପିଟିଗଲେ। ଘଟଣା ଘଟିଛି ଉତ୍ତରପ୍ରଦେଶର ହମିରପୁର ଥାନା କୋତୱାଲି ଅଂଚଳରେ।

author-image
Debendra Prusty
ଜୋତା ଖୋଲିଲେ, ସ୍ୱାମୀକୁ ସେକି ଦେଇଗଲେ!

husband

୫ ବର୍ଷ ହେଲା ଲାଗିରହିଥିଲା ସ୍ୱାମୀ ସ୍ତ୍ରୀ ବିବାଦ। କିନ୍ତୁ ତୁଟୁନଥିଲା। ନିଜ ସ୍ୱାମୀକୁ ନେଇ ନାକେଦମ ହୋଇଥିବା ସ୍ତ୍ରୀ ଶେଷରେ ଦେଲେ ଉଚିତ ଜବାବ। ବିଚ ରାସ୍ତାରେ ସ୍ୱାମୀର କଲର ଧରି ପିଟିଗଲେ ନିଜ ଜୋତାରେ। ରାସ୍ତା ମଝିରେ ପାଦରୁ ଜୋତା କାଢ଼ି ସେ ନିଜ ସ୍ୱାମୀଙ୍କ ମୁଁହକୁ ପିଟିଗଲେ। ଘଟଣା ଘଟିଛି ଉତ୍ତରପ୍ରଦେଶର ହମିରପୁର ଥାନା କୋତୱାଲି ଅଂଚଳରେ।

Advertisment

Wife Shoe Husband