ସ୍ୱାମୀର ମୁଣ୍ଡ କାଟିଦେଲା ସ୍ତ୍ରୀ

ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ସ୍ତ୍ରୀ ଗୁଣ୍ଡା ଲଗାଇ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି।