Advertisment

ସ୍ୱାମୀଙ୍କ ବିରୋଧରେ ମିଛ ଅଭିଯୋଗ କଲେ ମହିଳାଙ୍କୁ ହେବ ଜେଲ୍!

କୌଣସି ପତ୍ନୀ ଯଦି ତାଙ୍କ ସ୍ୱାମୀଙ୍କ ବିରୋଧରେ ମିଥ୍ୟା ଅନୈତିକ ସମ୍ପର୍କ ଅଭିଯୋଗ ଆଣନ୍ତି ତେବେ ତାହାକୁ କ୍ରୁରତା ଶ୍ରେଣୀଭୁକ୍ତ କରାଯାଇ ବିଚାର କରାଯିବ। ଯାହା ପ୍ରମାଣିତ ହେବା ପରେ ତାଙ୍କୁ କଠୋର ଶାସ୍ତି ଦିଆଯିବ ବୋଲି କହିଛନ୍ତି କୋର୍ଟ। ଅନେକ ମମଲାରେ ପୁରୁଷ ନାରୀଙ୍କ ନିର୍ଯାତନାର ଶିକାର ପାଲଟୁଥିବା ବେଳେ ଏଥିପ୍ରତି ସାଧାରଣତ ସମାଜର କମ ଧ୍ୟାନ ରହିଥାଏ। ହେଲେ ଗୁଜୁରାଟ ହାଇକୋର୍ଟଙ୍କ ରାୟ ଆଗକୁ ଏସମ୍ୱନ୍ଧୀୟ ମାମଲାରେ ପୁରୁଷଙ୍କୁ ନ୍ୟାୟ ଦେବାରେ ବଡ଼ ଗୁରୁତ୍ୱପୂର୍ଣ୍ଣ […]

author-image
Debendra Prusty
ସ୍ୱାମୀଙ୍କ ବିରୋଧରେ ମିଛ ଅଭିଯୋଗ କଲେ ମହିଳାଙ୍କୁ ହେବ ଜେଲ୍!

husband

କୌଣସି ପତ୍ନୀ ଯଦି ତାଙ୍କ ସ୍ୱାମୀଙ୍କ ବିରୋଧରେ ମିଥ୍ୟା ଅନୈତିକ ସମ୍ପର୍କ ଅଭିଯୋଗ ଆଣନ୍ତି ତେବେ ତାହାକୁ କ୍ରୁରତା ଶ୍ରେଣୀଭୁକ୍ତ କରାଯାଇ ବିଚାର କରାଯିବ। ଯାହା ପ୍ରମାଣିତ ହେବା ପରେ ତାଙ୍କୁ କଠୋର ଶାସ୍ତି ଦିଆଯିବ ବୋଲି କହିଛନ୍ତି କୋର୍ଟ। ଅନେକ ମମଲାରେ ପୁରୁଷ ନାରୀଙ୍କ ନିର୍ଯାତନାର ଶିକାର ପାଲଟୁଥିବା ବେଳେ ଏଥିପ୍ରତି ସାଧାରଣତ ସମାଜର କମ ଧ୍ୟାନ ରହିଥାଏ। ହେଲେ ଗୁଜୁରାଟ ହାଇକୋର୍ଟଙ୍କ ରାୟ ଆଗକୁ ଏସମ୍ୱନ୍ଧୀୟ ମାମଲାରେ ପୁରୁଷଙ୍କୁ ନ୍ୟାୟ ଦେବାରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ।

Advertisment

Offence Extra Marital Wife Husband