Advertisment

ସ୍ତ୍ରୀ ଗର୍ଭବତୀ, ପ୍ରେମିକା ସହ ରିଲ୍ସ କରୁଛି ସ୍ୱାମୀ

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେବା ପରେ ଆଉ ଜଣେ ମହିଳାଙ୍କୁ ପ୍ରେମ ବିଵାହ କରିଥିଲେ ମିଷ୍ଟର ରସିକିଆ। କିନ୍ତୁ ଇନଷ୍ଟାଗ୍ରାମ୍‌ରେ ରିଲ୍ସ ଦେଖି ସ୍ତ୍ରୀ ଜାଣିଦେଲା ସ୍ୱାମୀର କଳା କାରନାମା। ଇନଷ୍ଟାଗ୍ରାମରେ ପ୍ରେମ ଆଲିଙ୍ଗନର ରିଲସ ପୋଷ୍ଟ କରି ଫସିଗଲା ସ୍ୱାମୀ। ରିଲସ ଦେଖିବା ପରେ ଜଣାପଡ଼ିଲା ସ୍ୱାମୀର ଅସଲ ଚରିତ୍ର। ଏଭଳି ଘଟଣା ଘଟିଛି ଭଦ୍ରକ ପୀରହାଟ ଥାନା ଅଞ୍ଚଳରେ।

author-image
Debendra Prusty
ସ୍ତ୍ରୀ ଗର୍ଭବତୀ, ପ୍ରେମିକା ସହ ରିଲ୍ସ କରୁଛି ସ୍ୱାମୀ

lover

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେବା ପରେ ଆଉ ଜଣେ ମହିଳାଙ୍କୁ ପ୍ରେମ ବିଵାହ କରିଥିଲେ ମିଷ୍ଟର ରସିକିଆ। କିନ୍ତୁ ଇନଷ୍ଟାଗ୍ରାମ୍‌ରେ ରିଲ୍ସ ଦେଖି ସ୍ତ୍ରୀ ଜାଣିଦେଲା ସ୍ୱାମୀର କଳା କାରନାମା। ଇନଷ୍ଟାଗ୍ରାମରେ ପ୍ରେମ ଆଲିଙ୍ଗନର ରିଲସ ପୋଷ୍ଟ କରି ଫସିଗଲା ସ୍ୱାମୀ। ରିଲସ ଦେଖିବା ପରେ ଜଣାପଡ଼ିଲା ସ୍ୱାମୀର ଅସଲ ଚରିତ୍ର। ଏଭଳି ଘଟଣା ଘଟିଛି ଭଦ୍ରକ ପୀରହାଟ ଥାନା ଅଞ୍ଚଳରେ।

Advertisment

Pregnant Wife Husband In Love Girlfriend Reels