Advertisment

ସ୍ତ୍ରୀ ଗର୍ଭବତୀ, ପ୍ରେମିକା ସହ ରିଲ୍ସ କରୁଛି ସ୍ୱାମୀ

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେବା ପରେ ଆଉ ଜଣେ ମହିଳାଙ୍କୁ ପ୍ରେମ ବିଵାହ କରିଥିଲେ ମିଷ୍ଟର ରସିକିଆ। କିନ୍ତୁ ଇନଷ୍ଟାଗ୍ରାମ୍‌ରେ ରିଲ୍ସ ଦେଖି ସ୍ତ୍ରୀ ଜାଣିଦେଲା ସ୍ୱାମୀର କଳା କାରନାମା। ଇନଷ୍ଟାଗ୍ରାମରେ ପ୍ରେମ ଆଲିଙ୍ଗନର ରିଲସ ପୋଷ୍ଟ କରି ଫସିଗଲା ସ୍ୱାମୀ। ରିଲସ ଦେଖିବା ପରେ ଜଣାପଡ଼ିଲା ସ୍ୱାମୀର ଅସଲ ଚରିତ୍ର। ଏଭଳି ଘଟଣା ଘଟିଛି ଭଦ୍ରକ ପୀରହାଟ ଥାନା ଅଞ୍ଚଳରେ।

lover

Girlfriend Reels Husband In Love Pregnant Wife
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe