ମୁଣ୍ଡକୁ ଛେଚିଦେଇ ସାରାରାତି ଜଗିଥିଲା ସ୍ୱାମୀ

ପୁଅ ବାପା ମା’ଙ୍କଠୁ ବି ଅଧିକ ସ୍ତ୍ରୀକୁ ଭଲପାଉଥିଲା କିନ୍ତୁ ବେଳେବେଳେ ତା ମୁଣ୍ଡ ଖରାପ ହୋଇଯାଉଥିଲା । ମୁଣ୍ଡ ଖରାପ ହୋଇଗଲେ କଣ କରେ କିଛି ଜାଣିପାରେନି । ପ୍ରଥମେ ପତ୍ନୀଙ୍କ ମୁଣ୍ଡକୁ ଛେଚିଦେଲା । ତାପରେ ସାରାରାତି ଜଗି ବସିଥିଲା ପିଶାଚ ସ୍ୱାମୀ। ରାଜଧାନୀ ଭୁବନେଶ୍ଵର .. ଚକାଚକ ଏଇ ସହରରେ ପ୍ରତିଦିନ ସାମ୍ନାକୁ ଆସୁଛି ବିଭତ୍ସ କାଣ୍ଡ ..