ମୁଣ୍ଡକୁ ଛେଚିଦେଇ ସାରାରାତି ଜଗିଥିଲା ସ୍ୱାମୀ

ପୁଅ ବାପା ମା’ଙ୍କଠୁ ବି ଅଧିକ ସ୍ତ୍ରୀକୁ ଭଲପାଉଥିଲା କିନ୍ତୁ ବେଳେବେଳେ ତା ମୁଣ୍ଡ ଖରାପ ହୋଇଯାଉଥିଲା । ମୁଣ୍ଡ ଖରାପ ହୋଇଗଲେ କଣ କରେ କିଛି ଜାଣିପାରେନି । ପ୍ରଥମେ ପତ୍ନୀଙ୍କ ମୁଣ୍ଡକୁ ଛେଚିଦେଲା । ତାପରେ ସାରାରାତି ଜଗି ବସିଥିଲା ପିଶାଚ ସ୍ୱାମୀ। ରାଜଧାନୀ ଭୁବନେଶ୍ଵର .. ଚକାଚକ ଏଇ ସହରରେ ପ୍ରତିଦିନ ସାମ୍ନାକୁ ଆସୁଛି ବିଭତ୍ସ କାଣ୍ଡ ..

page 2

page 2

Pujarani Nayak
  • Published: Sunday, 01 May 2022
  • Updated: 01 May 2022, 05:17 PM IST

Sports

Latest News

ପୁଅ ବାପା ମା'ଙ୍କଠୁ ବି ଅଧିକ ସ୍ତ୍ରୀକୁ ଭଲପାଉଥିଲା କିନ୍ତୁ ବେଳେବେଳେ ତା ମୁଣ୍ଡ ଖରାପ ହୋଇଯାଉଥିଲା । ମୁଣ୍ଡ ଖରାପ ହୋଇଗଲେ କଣ କରେ କିଛି ଜାଣିପାରେନି । ପ୍ରଥମେ ପତ୍ନୀଙ୍କ ମୁଣ୍ଡକୁ ଛେଚିଦେଲା । ତାପରେ ସାରାରାତି ଜଗି ବସିଥିଲା ପିଶାଚ ସ୍ୱାମୀ। ରାଜଧାନୀ ଭୁବନେଶ୍ଵର .. ଚକାଚକ ଏଇ ସହରରେ ପ୍ରତିଦିନ ସାମ୍ନାକୁ ଆସୁଛି ବିଭତ୍ସ କାଣ୍ଡ ..

https://youtu.be/cxk6T_y_c1E

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos