ହତ୍ୟାକାରୀକୁ ପତ୍ନୀ ଦେଖିଛନ୍ତି, ଚିହ୍ନି ନାହାନ୍ତି!

୩୧ ଡିସେମ୍ବର ଭୋଜି-ଭାତରେ ହତ୍ୟା, ତଣ୍ଟିକାଟି ଫିଙ୍ଗିଦେଲେ ଦୁର୍ବୃତ୍ତ। ମୃତକଙ୍କ ସ୍ତ୍ରୀ କହୁଛନ୍ତି, ମୋ ସ୍ୱାମୀଙ୍କୁ ଜଣେ ଡେଙ୍ଗା ଲୋକଟେ ଡାକିନେଲେ। ମୃତକଙ୍କ ପତ୍ନୀ ଡେଙ୍ଗା ଲୋକ ଜଣଙ୍କୁ ସତରେ କଣ ଚିହ୍ନି ନାହାନ୍ତି? ଏବେ ସନ୍ଦେହରେ ମୃତକଙ୍କ ପତ୍ନୀଙ୍କ ବୟାନ।

murder

Debendra Prusty
  • Published: Tuesday, 03 January 2023
  • , Updated: 03 January 2023, 11:10 AM IST

୩୧ ଡିସେମ୍ବର ଭୋଜି-ଭାତରେ ହତ୍ୟା, ତଣ୍ଟିକାଟି ଫିଙ୍ଗିଦେଲେ ଦୁର୍ବୃତ୍ତ। ମୃତକଙ୍କ ସ୍ତ୍ରୀ କହୁଛନ୍ତି, ମୋ ସ୍ୱାମୀଙ୍କୁ ଜଣେ ଡେଙ୍ଗା ଲୋକଟେ ଡାକିନେଲେ। ମୃତକଙ୍କ ପତ୍ନୀ ଡେଙ୍ଗା ଲୋକ ଜଣଙ୍କୁ ସତରେ କଣ ଚିହ୍ନି ନାହାନ୍ତି? ଏବେ ସନ୍ଦେହରେ ମୃତକଙ୍କ ପତ୍ନୀଙ୍କ ବୟାନ।

https://youtu.be/X-r17DkdFw0

Related story