Advertisment

ସଞ୍ଜୀବଙ୍କ ପାଇଁ ବିପଦ ହେବେ କି ଅସିତ?

ଧାମନଗର ପରେ ଭଦ୍ରକରେ ବି ତେଜୁଛି କନ୍ଦଳ। ଶାସକ ବିଜେଡିରେ ଦାନା ବାନ୍ଧୁଛି ଅସନ୍ତୋଷ। ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବିରୋଧରେ ବିଦ୍ରୋହ। ବୁଲୁ ପଟ୍ଟନାୟକଙ୍କ ଜନ୍ମଦିନରେ ହିଁ ଶକ୍ତି ପ୍ରଦର୍ଶନ।

author-image
Debendra Prusty
ସଞ୍ଜୀବଙ୍କ ପାଇଁ ବିପଦ ହେବେ କି ଅସିତ?

bhadrak

ଧାମନଗର ପରେ ଭଦ୍ରକରେ ବି ତେଜୁଛି କନ୍ଦଳ। ଶାସକ ବିଜେଡିରେ ଦାନା ବାନ୍ଧୁଛି ଅସନ୍ତୋଷ। ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବିରୋଧରେ ବିଦ୍ରୋହ। ବୁଲୁ ପଟ୍ଟନାୟକଙ୍କ ଜନ୍ମଦିନରେ ହିଁ ଶକ୍ତି ପ୍ରଦର୍ଶନ।

Advertisment

Naveen Patnaik Bhadrak Politics Bjd Politics