Advertisment

ବେଦୁଙ୍କ ଇଲାକାରେ ରାଜନୀତି କରିବେ ଅତନୁ!

ଅତନୁଙ୍କ ଆଖି ଏବେ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ସାମ୍ରାଜ୍ୟ ଉପରେ। ନିଜ ପାଇଁ ମହାକାଳପଡ଼ା, ଭାଇ ପାଇଁ ପାଟକୁରା ନେବାକୁ ଯୋଜନା। ନିଜ କବଜାରେ ୨ଟି ବିଧନସଭା ରଖିବାକୁ ପ୍ରସ୍ତୁତ କରୁଛନ୍ତି ରଣନୀତି। ଅତନୁଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି ମଧୁମିତା ଓ ସଂଜୟ। ମହାକାଳପଡ଼ାରେ ଅତନୁଙ୍କ ବିରୋଧରେ ଜନ ଅସନ୍ତୋଷ ତୀବ୍ର।

ବେଦୁଙ୍କ ଇଲାକାରେ ରାଜନୀତି କରିବେ ଅତନୁ!

atanu

Advertisment

ଅତନୁଙ୍କ ଆଖି ଏବେ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ସାମ୍ରାଜ୍ୟ ଉପରେ। ନିଜ ପାଇଁ ମହାକାଳପଡ଼ା, ଭାଇ ପାଇଁ ପାଟକୁରା ନେବାକୁ ଯୋଜନା। ନିଜ କବଜାରେ ୨ଟି ବିଧନସଭା ରଖିବାକୁ ପ୍ରସ୍ତୁତ କରୁଛନ୍ତି ରଣନୀତି। ଅତନୁଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି ମଧୁମିତା ଓ ସଂଜୟ। ମହାକାଳପଡ଼ାରେ ଅତନୁଙ୍କ ବିରୋଧରେ ଜନ ଅସନ୍ତୋଷ ତୀବ୍ର।

Advertisment

Bedprakash Agrawal Kendrapara Politics BjD Atanu Sabyasachi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe