Advertisment

କଂଗ୍ରେସକୁ ଲାଗିବ ଡବଲ ଝଟକା!

ଗୋଟିଏ ପଟେ ଦଳ ସଜାଡ଼ିବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ତୁଙ୍ଗ ନେତା ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ଏହିକ୍ରମରେ ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇ ତଥା ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ିପାରନ୍ତି ବୋଲି ଶୁଣାଯାଉଛି।

author-image
Debendra Prusty
କଂଗ୍ରେସକୁ ଲାଗିବ ଡବଲ ଝଟକା!

double jhatka

ଗୋଟିଏ ପଟେ ଦଳ ସଜାଡ଼ିବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ତୁଙ୍ଗ ନେତା ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ଏହିକ୍ରମରେ ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇ ତଥା ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ିପାରନ୍ତି ବୋଲି ଶୁଣାଯାଉଛି।

Advertisment

Odisha Congress Biswal Brothers