/odisha-reporter/media/post_attachments/uploads/2022/12/debraj.jpg)
debraj
ଆସିକାରେ ମାଆ ପୁଅ ରାଜନୀତି ଶେଷ କରିବାକୁ ବିଜେଡି ଭିତରେ ବିଦ୍ରୋହ। ଆରମ୍ଭ ହେଲା ଅଭିଯାନ ‘ମାଆ ପୁଅ ହଟାଅ ଆସିକା ବଞ୍ଚାଅ’। ସିଧାସଳଖ ଏବେ ନିଶାନାରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଏବଂ ତାଙ୍କ ପୁଅ ନଚିକେତା ସ୍ୱାଇଁ। ଦେଖନ୍ତୁ ତାଙ୍କ ବିରୋଧରେ କେମିତି ଲଗାଯାଇଛି ବଡ଼ ବଡ଼ ହୋର୍ଡିଂ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
