suresh pujari
Advertisment
ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ନେଇ ଏବେ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଦଳ ବିଜେପିରେ ଏହି ଭେଟେରାନ ନେତାଙ୍କ ମନ ଆଉ ଲାଗୁନଥିବା କୁଆଡ଼େ ଲୋକ କୁହାକୁହି ହେଉଛନ୍ତି। ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ସୁରେଶ ସାଂସଦ ହୋଇଛନ୍ତି ସତ ମାତ୍ର ସେ ପୂର୍ବରୁ ରାଜ୍ୟ ବିଜେପି ସଭାପତି ହିସାବରେ ମଧ୍ୟ କାର୍ଯ୍ୟ ତୁଳାଇ ସାରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/07/suresh-pujari.jpg)