Advertisment

ବିଜେପି ଚକ୍ରବ୍ୟୁହରେ ଫଶିଯିବ କି ବିଜେଡି?

ଚକ୍ରବ୍ୟୂହ ରଚିଛି ବିଜେପି। ଫଶିଯିବ କି ବିଜେଡି? ଆସିବେ ମୋଦି, ଶାହା ଏବଂ ଜେପି ନଡ୍ଡା। ଘନ ଘନ କରିବେ ଗସ୍ତ, ପୂରା ଫୋକସରେ ଓଡ଼ିଶା। ଡବଲ ଇଞ୍ଜିନ ସରକାର ପାଇଁ ବିଜେପିର ବଡ଼ ପ୍ଲାନିଂ। କ’ଣ କରିବ ବିଜେଡି? କ’ଣ କରିବେ ନବୀନ? ବିଜେଡିର ଗୋଷ୍ଠୀ କନ୍ଦଳ ଦଳକୁ କରିବ କି ଦୁର୍ବଳ?

ବିଜେପି ଚକ୍ରବ୍ୟୁହରେ ଫଶିଯିବ କି ବିଜେଡି?

bjp

Advertisment

ଚକ୍ରବ୍ୟୂହ ରଚିଛି ବିଜେପି। ଫଶିଯିବ କି ବିଜେଡି? ଆସିବେ ମୋଦି, ଶାହା ଏବଂ ଜେପି ନଡ୍ଡା। ଘନ ଘନ କରିବେ ଗସ୍ତ, ପୂରା ଫୋକସରେ ଓଡ଼ିଶା। ଡବଲ ଇଞ୍ଜିନ ସରକାର ପାଇଁ ବିଜେପିର ବଡ଼ ପ୍ଲାନିଂ। କ’ଣ କରିବ ବିଜେଡି? କ’ଣ କରିବେ ନବୀନ? ବିଜେଡିର ଗୋଷ୍ଠୀ କନ୍ଦଳ ଦଳକୁ କରିବ କି ଦୁର୍ବଳ?

Advertisment

Chakravyuha Bjp BjD Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe