ସତରେ ଘାଣ୍ଟିବେ ସିବିଆଇ ଓ ଇଡି?

ରାଜ୍ୟରେ କ’ଣ ସତରେ ଘାଣ୍ଟିବେ ସିବିଆଇ ଓ ଇଡି? କେନ୍ଦ୍ରୀୟ ଫୋର୍ସ କଣ ହୋଇଗଲେଣି ରେଡି? ବିଜେଡି ନେତା କଣ ସତରେ ଅଡୁଆରେ ପଡିବେ? ନା ଭିତିରିଆ ବୁଝାମଣା ହୋଇ କମ୍ପ୍ରମାଇଜ କରିବେ? ଓଡ଼ିଶାକୁ ଏବେ କେନ୍ଦ୍ର ମନ୍ତ୍ରୀଙ୍କ ସୁଅ। କଣ ହେବ ରାଜନୈତିକ ପାଣିପାଗ ତାହା ଆଗମୀ ଦିନ କହିବ।