ଅଦ୍ୟତନ ହୋଇଛି
cbi
Advertisment
ରାଜ୍ୟରେ କ’ଣ ସତରେ ଘାଣ୍ଟିବେ ସିବିଆଇ ଓ ଇଡି? କେନ୍ଦ୍ରୀୟ ଫୋର୍ସ କଣ ହୋଇଗଲେଣି ରେଡି? ବିଜେଡି ନେତା କଣ ସତରେ ଅଡୁଆରେ ପଡିବେ? ନା ଭିତିରିଆ ବୁଝାମଣା ହୋଇ କମ୍ପ୍ରମାଇଜ କରିବେ? ଓଡ଼ିଶାକୁ ଏବେ କେନ୍ଦ୍ର ମନ୍ତ୍ରୀଙ୍କ ସୁଅ। କଣ ହେବ ରାଜନୈତିକ ପାଣିପାଗ ତାହା ଆଗମୀ ଦିନ କହିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/cbi-1.jpg)