Advertisment

ଚନ୍ଦନ କହୁ କହୁ ସବୁ କହିଦେବେ କି?

ଶେଷରେ ଇଡି ଜାଲରେ ଫସିଲେ ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନ ପାତ୍ର। ଅର୍ଚ୍ଚନା ନାଗ ଘଟଣାରେ ଇଡି ଓଫିସକୁ ଘୋଷଡ଼ା ହେଲେ ଖଗେଶ୍ୱରଙ୍କ ସଂପର୍କୀୟ ଭାଇ ଚନ୍ଦନ। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ଅର୍ଥ କାରବାର ନେଇ ଏବେ ଚନ୍ଦନକୁ ଜେରା କରିଛି ଇଡି।  ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ କୌଣସି ସଂପର୍କ ନଥିବା ଏକଦା ପ୍ରତ୍ୟାଖାନ କରୁଥିବା ଚନ୍ଦନ ଏବେ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି। ପୁରୁଣା ଗାଡ଼ି ଶୋ ରୁମ ସୁପ୍ରିମ ପ୍ରିମିୟମର ଅନ୍ୟ […]

ଚନ୍ଦନ କହୁ କହୁ ସବୁ କହିଦେବେ କି?

archana

Advertisment

ଶେଷରେ ଇଡି ଜାଲରେ ଫସିଲେ ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନ ପାତ୍ର। ଅର୍ଚ୍ଚନା ନାଗ ଘଟଣାରେ ଇଡି ଓଫିସକୁ ଘୋଷଡ଼ା ହେଲେ ଖଗେଶ୍ୱରଙ୍କ ସଂପର୍କୀୟ ଭାଇ ଚନ୍ଦନ। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ଅର୍ଥ କାରବାର ନେଇ ଏବେ ଚନ୍ଦନକୁ ଜେରା କରିଛି ଇଡି।  ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ କୌଣସି ସଂପର୍କ ନଥିବା ଏକଦା ପ୍ରତ୍ୟାଖାନ କରୁଥିବା ଚନ୍ଦନ ଏବେ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି। ପୁରୁଣା ଗାଡ଼ି ଶୋ ରୁମ ସୁପ୍ରିମ ପ୍ରିମିୟମର ଅନ୍ୟ ଏକ ମାଲିକ ଥିଲେ ଚନ୍ଦନ।

Advertisment

Archana Nag Ed Sex Syndicate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe