dipika dinesh
Advertisment
ମୁଁ ୩୨ ଦିନ ହେଲାଣି ପ୍ରତବାଦ କରୁଛି। ରାସ୍ତା କଡ଼ରେ ମୁଁ ବସିଛି କାହାକୁ ଦେଖାଯାଉନି କି? ମୁଁ କଣ ଅଳିଆ ଗଦାରୁ ଆସିଛି? ଯଦି ନ୍ୟାୟ ନ ମିଳେ ମୁଁ ଦିନେଶଙ୍କ ଦୁଆରେ ମରିବି। ଏମିତି କହିଛନ୍ତି ଦିନେଶର ପ୍ରେମିକା ତଥା ଲିଭ୍ ଇନ୍ ପାର୍ଟନର କେ ଦୀପିକା।