Advertisment

ଯେତେ କହିଲେ କଣ ନବୀନ ଆଉ ଆପଣାଇବେ?

ରାଜ୍ୟ ପ୍ରଶାସନର ମୁଖା ଖୋଲି ଦିନେ ବିଜେଡି ଦଳରୁ ବିଦା ହୋଇଥିଲେ ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ। ରାଜ୍ୟବାସୀଙ୍କ ଆଗରେ ରଖିଥିଲେ ଅନେକ ସାଂଘାତିକ ତଥ୍ୟ। ଏହି ତଥ୍ୟ ସେତେବେଳେ ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା। ଏହାପରେ କ୍ରାଇମବାଞ୍ଚ ଲାଗିଲା ପ୍ରଦୀପଙ୍କ ପଛରେ ଆଉ ତାପରେ ସେ ଜେଲ ଗଲେ। ଏପରିକି ତାଙ୍କ ଝିଅର ବାହାଘର ପ୍ରସ୍ତୁତି ମଧ୍ୟ ଅଧାରେ ଅଟକିଗଲା। ତାପରେ ଜେଲରୁ ଆସିବା ପରେ ପ୍ରଦୀପ କିଛିଦିନ ନିରବ ରହିବା ପରେ […]

author-image
Debendra Prusty
ଯେତେ କହିଲେ କଣ ନବୀନ ଆଉ ଆପଣାଇବେ?

pradip

ରାଜ୍ୟ ପ୍ରଶାସନର ମୁଖା ଖୋଲି ଦିନେ ବିଜେଡି ଦଳରୁ ବିଦା ହୋଇଥିଲେ ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ। ରାଜ୍ୟବାସୀଙ୍କ ଆଗରେ ରଖିଥିଲେ ଅନେକ ସାଂଘାତିକ ତଥ୍ୟ। ଏହି ତଥ୍ୟ ସେତେବେଳେ ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା। ଏହାପରେ କ୍ରାଇମବାଞ୍ଚ ଲାଗିଲା ପ୍ରଦୀପଙ୍କ ପଛରେ ଆଉ ତାପରେ ସେ ଜେଲ ଗଲେ। ଏପରିକି ତାଙ୍କ ଝିଅର ବାହାଘର ପ୍ରସ୍ତୁତି ମଧ୍ୟ ଅଧାରେ ଅଟକିଗଲା। ତାପରେ ଜେଲରୁ ଆସିବା ପରେ ପ୍ରଦୀପ କିଛିଦିନ ନିରବ ରହିବା ପରେ ପୁଣି ଥରେ ଆରମ୍ଭ କରିଦେଲେ ଲୋକସମ୍ପର୍କ ଅଭିଯାନ।

Advertisment

Naveen Patnaik Bjd Politics Pradip Panigrahi Ganjam Bjd