Advertisment

'ଶେଷ ନିଃଶ୍ୱାସ ଯାଏଁ ଛୁଆ ପାଇଁ ଲଢ଼ିବି'

ଆଉ କେତେଦିନ ଏମିତି ସଂଘର୍ଷ କରିବି? ଦୀର୍ଘ ଦିନ ଧରି ତଦନ୍ତରେ କୌଣସି ଅଗ୍ରଗତି ହୋଇନଥିବା ନେଇ ପୁଣି ଆଜି ଅଭିଯୋଗ ଆଣିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି ପିହୁଙ୍କ ମା। ୧୫ ଦିନ ମଧ୍ୟରେ ମାମଲା ସିବିଆଇକୁ ହସ୍ତାନ୍ତର ନ କରାଗଲେ ଧାରଣାରେ ବସିବାକୁ କହିଛନ୍ତି ପିହୁଙ୍କ ମା ମୋନାଲିସା।

'ଶେଷ ନିଃଶ୍ୱାସ ଯାଏଁ ଛୁଆ ପାଇଁ ଲଢ଼ିବି'

pihu

Advertisment

ଆଉ କେତେଦିନ ଏମିତି ସଂଘର୍ଷ କରିବି? ଦୀର୍ଘ ଦିନ ଧରି ତଦନ୍ତରେ କୌଣସି ଅଗ୍ରଗତି ହୋଇନଥିବା ନେଇ ପୁଣି ଆଜି ଅଭିଯୋଗ ଆଣିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି ପିହୁଙ୍କ ମା। ୧୫ ଦିନ ମଧ୍ୟରେ ମାମଲା ସିବିଆଇକୁ ହସ୍ତାନ୍ତର ନ କରାଗଲେ ଧାରଣାରେ ବସିବାକୁ କହିଛନ୍ତି ପିହୁଙ୍କ ମା ମୋନାଲିସା।

Advertisment

Missing Pihu Cbi Inquiry Pihu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe