Advertisment

'ମୁଁ ପୂରା ଅଡ଼ିଓ ପୋଲିସକୁ ଦେବି'

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା। କମିଶନରେଟ ପୋଲିସର ନୋଟିସ ପରେ ଭୁବନେଶ୍ୱର ଡିସିପି ଅଫିସରେ ହାଜର ହେଲେ ସାମ୍ବାଦିକ ଅକ୍ଷୟ ନାୟକ। ମୃତ୍ୟୁ ପୂର୍ବରୁ ଅକ୍ଷୟଙ୍କ ସହ ଟେଲିଫୋନରେ କଥା ହୋଇଥିଲେ ମୃତ ଧର୍ମେନ୍ଦ୍ର ସାହୁ। ଆତ୍ମହତ୍ୟା ପାଇଁ ମନ୍ତ୍ରୀ ସମୀର ଦାସଙ୍କୁ ଦାୟୀ କରିବା ସହ ଏନେକ କିଛି ଖୁଲାସା କରିଥିଲେ ଧର୍ମେନ୍ଦ୍ର। ଏନେଇ ମୃତ୍ୟୁ ପରେ କଲ ରେକର୍ଡ ଭାଇରାଲ ହୋଇଥିଲା। ଏହାପରେ ପୋଲିସ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ […]

'ମୁଁ ପୂରା ଅଡ଼ିଓ ପୋଲିସକୁ ଦେବି'

dharmendra sahu

Advertisment

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା। କମିଶନରେଟ ପୋଲିସର ନୋଟିସ ପରେ ଭୁବନେଶ୍ୱର ଡିସିପି ଅଫିସରେ ହାଜର ହେଲେ ସାମ୍ବାଦିକ ଅକ୍ଷୟ ନାୟକ। ମୃତ୍ୟୁ ପୂର୍ବରୁ ଅକ୍ଷୟଙ୍କ ସହ ଟେଲିଫୋନରେ କଥା ହୋଇଥିଲେ ମୃତ ଧର୍ମେନ୍ଦ୍ର ସାହୁ। ଆତ୍ମହତ୍ୟା ପାଇଁ ମନ୍ତ୍ରୀ ସମୀର ଦାସଙ୍କୁ ଦାୟୀ କରିବା ସହ ଏନେକ କିଛି ଖୁଲାସା କରିଥିଲେ ଧର୍ମେନ୍ଦ୍ର। ଏନେଇ ମୃତ୍ୟୁ ପରେ କଲ ରେକର୍ଡ ଭାଇରାଲ ହୋଇଥିଲା। ଏହାପରେ ପୋଲିସ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ନୋଟିସ କରିଥିଲା।

Advertisment

Dharmendra Sahu Death Mystery Bjd Leader Death Mystery Minister Samir Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe