Advertisment

ଜିଏସଟି ରେଡ୍ ବିଜେଡି ପାଇଁ ବଳ ନା କାଳ?

ସୋମବାର ପଦ୍ମପୁର ଦେଖିଲା ବିଜେଡି ବିଜେପି ରେଡ୍ ୱାର। ପ୍ରଥମେ ଆୟକର ବିଭାଗ ତରଫରୁ ବିଜେଡି ନେତାଙ୍କ ଘରେ ହେଲା ରେଡ୍। ଆଉ ବିଜେଡି ହଡବଡ଼େଇ ଯାଇ କିଛି ବାଟ ନ ପାଇ ସନ୍ଧ୍ୟାରେ ବିଜେପି ନେତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କଲା। ସନ୍ଧ୍ୟାରେ ଚଢ଼ାଉ ବେଳେ ତାକତ ଦେଖାଇଥିଲା ବିଜେଡି। ସାଙ୍ଗରେ ଫୋର୍ସ ନେଇ ହେଲା ଚଢ଼ାଉ।

ଜିଏସଟି ରେଡ୍ ବିଜେଡି ପାଇଁ ବଳ ନା କାଳ?

raid

Advertisment

ସୋମବାର ପଦ୍ମପୁର ଦେଖିଲା ବିଜେଡି ବିଜେପି ରେଡ୍ ୱାର। ପ୍ରଥମେ ଆୟକର ବିଭାଗ ତରଫରୁ ବିଜେଡି ନେତାଙ୍କ ଘରେ ହେଲା ରେଡ୍। ଆଉ ବିଜେଡି ହଡବଡ଼େଇ ଯାଇ କିଛି ବାଟ ନ ପାଇ ସନ୍ଧ୍ୟାରେ ବିଜେପି ନେତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କଲା। ସନ୍ଧ୍ୟାରେ ଚଢ଼ାଉ ବେଳେ ତାକତ ଦେଖାଇଥିଲା ବିଜେଡି। ସାଙ୍ଗରେ ଫୋର୍ସ ନେଇ ହେଲା ଚଢ଼ାଉ।

Advertisment

Padmapur Politics It Vs Gst Gst Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe