Advertisment

ଏଥର ଜମି ଝାମେଲା ଯିବ?

ପୈତୃକ ସଂପତ୍ତିରେ ଉତ୍ତରାଧିକାରୀଙ୍କୁ ହକ୍‌ ଦେବାକୁ ରାଜସ୍ୱ ବିଭାଗର ନୂଆ ନିର୍ଦ୍ଦେଶନାମା। ସମସ୍ତ ଜିଲ୍ଲାପାଳଙ୍କୁ ଜାରି ଏ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ ୧୯୯୦ ଅର୍ଥାତ ଦୀର୍ଘ ୩୨ ବର୍ଷ ଭିତରେ ଆଉ ସେଟେଲ୍‌ମେଣ୍ଟ ହୋଇନାହିଁ। ଯାହା ଫଳରେ ପୈତୃକ ସ୍ୱତ୍ତ୍ୱାଧିକାର ସେମାନଙ୍କ ଉତ୍ତରାଧିକାରୀଙ୍କ ପାଖକୁ ହସ୍ତାନ୍ତରଣରେ ସମସ୍ୟା ଉପୁଜିଛି। ସେହିପରି ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ଓ ବ୍ୟାଙ୍କରୁ ଋଣ ନେବାରେ ମଧ୍ୟ ସମସ୍ୟା ହେଉଛି। ଉକ୍ତ ସଂପତ୍ତିର ରାଜସ୍ୱ ମଧ୍ୟ ଠିକଣା ଭାବେ ମିଳିପାରୁନାହିଁ। ଏହାକୁ ଦୃଷ୍ଟିରେ […]

ଏଥର ଜମି ଝାମେଲା ଯିବ?

land

Advertisment

ପୈତୃକ ସଂପତ୍ତିରେ ଉତ୍ତରାଧିକାରୀଙ୍କୁ ହକ୍‌ ଦେବାକୁ ରାଜସ୍ୱ ବିଭାଗର ନୂଆ ନିର୍ଦ୍ଦେଶନାମା। ସମସ୍ତ ଜିଲ୍ଲାପାଳଙ୍କୁ ଜାରି ଏ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ ୧୯୯୦ ଅର୍ଥାତ ଦୀର୍ଘ ୩୨ ବର୍ଷ ଭିତରେ ଆଉ ସେଟେଲ୍‌ମେଣ୍ଟ ହୋଇନାହିଁ। ଯାହା ଫଳରେ ପୈତୃକ ସ୍ୱତ୍ତ୍ୱାଧିକାର ସେମାନଙ୍କ ଉତ୍ତରାଧିକାରୀଙ୍କ ପାଖକୁ ହସ୍ତାନ୍ତରଣରେ ସମସ୍ୟା ଉପୁଜିଛି। ସେହିପରି ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ଓ ବ୍ୟାଙ୍କରୁ ଋଣ ନେବାରେ ମଧ୍ୟ ସମସ୍ୟା ହେଉଛି। ଉକ୍ତ ସଂପତ୍ତିର ରାଜସ୍ୱ ମଧ୍ୟ ଠିକଣା ଭାବେ ମିଳିପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ଜମିର ମାଲିକାନା ପରିବର୍ତ୍ତନ ବେଳେ ରାଜସ୍ୱ ନିରୀକ୍ଷକମାନେ ସଂପୂର୍ଣ୍ଣ ରାଜସ୍ୱ ସଂଗ୍ରହ କରି ଠିକଣା ସ୍ୱତ୍ତ୍ୱ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବେ।

Advertisment

Land Settlement Land Succession Odisha Land Disputes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe