Advertisment

ଆଉ ନେତାଙ୍କ ପଛରେ ବୁଲିବେନି!

ଦିନେ ଜନତାଙ୍କୁ ସେବା ଯୋଗାଉଥିଲେ, ଆଜି ମଣିଷ ଗଢ଼ିବେ। ଆଗକୁ ବଢ଼ିଲେ ଅନେକ ଝଡ଼ ଝଞ୍ଜା ଆସିପାରେ ତଥାପି ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବାଟ କଡେଇ ନେବ। ପିଏସଓ ବା ବ୍ୟକ୍ତିଗତ ସୁରକ୍ଷା କର୍ମୀ ଭାବେ କାମ କରିବା ସହ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ।

author-image
Debendra Prusty
ଆଉ ନେତାଙ୍କ ପଛରେ ବୁଲିବେନି!

teaching

ଦିନେ ଜନତାଙ୍କୁ ସେବା ଯୋଗାଉଥିଲେ, ଆଜି ମଣିଷ ଗଢ଼ିବେ। ଆଗକୁ ବଢ଼ିଲେ ଅନେକ ଝଡ଼ ଝଞ୍ଜା ଆସିପାରେ ତଥାପି ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବାଟ କଡେଇ ନେବ। ପିଏସଓ ବା ବ୍ୟକ୍ତିଗତ ସୁରକ୍ଷା କର୍ମୀ ଭାବେ କାମ କରିବା ସହ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ।

Advertisment

Politics Pso Teaching