ପୁରୀରେ ମହେଶ୍ୱରଙ୍କ ଟିକେଟ୍ କାଟିବେ କି ଲକି?

ଲକି ଖୁଣ୍ଟିଆ ପୁରୀରେ ମହେଶ୍ୱର ମହାନ୍ତିଙ୍କୁ କାଉଣ୍ଟର ପାଇଁ ପ୍ରସ୍ତୁତ। ଚର୍ଚ୍ଚା ହେଉଛି ଆଗାମୀ ସାଧାରଣ ନିର୍ବାଚନରେ ସେ ମହେଶ୍ୱରଙ୍କ ଟିକେଟ କାଟିପାରନ୍ତି। ବିଜେଡିର ପାୱାରଫୁଲ ନେତାଙ୍କ ଅତି ଖାସ ଲୋକ ହେଉଛନ୍ତି ଲକି ଖୁଣ୍ଟିଆ।