Advertisment

ମୋକିମ୍‌ ହେବେ କି ଓଡ଼ିଶା ବିଜେପିର ଶାହନଓ୍ୱାଜ ହୁସେନ୍‌?

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ କଂଗ୍ରେସ ଷ୍ଟ୍ରାଟେଜିରୁ ବାହାରି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟା ଦେବା ପରେ ରାଜନୀତି ରସଗରମ ରହିଛି। କିଏ କହୁଛି ସେ ବିଜେଡିରେ ମିଶିପାରନ୍ତି ତ ଆଉ କିଏ କହୁଛି ସେ ବିଜେପିରେ। କିନ୍ତୁ ଏହାରି ଭିତରେ ସେ ବିଜେପି ସଂଖ୍ୟାଲଘୁ ଫେସ ପାଲଟିପାରନ୍ତି ବୋଲି ଆଲୋଚନା ହେଉଛି।

md moqim

Md Moqim Bjp Odisha Minority Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe