Advertisment

ମୋକିମ୍ ବାରବାଟୀ, ଋଷି ପାରଦୀପ, ସମ୍ବିତ କୁଆଡ଼େ ଯିବେ?

ସବୁଆଡ଼େ ନଜର ବୁଲାଇ ସାରିବା ପରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏବେ ଶଙ୍ଖ ଫୁଙ୍କିବାକୁ ମନ ଜୋର କରିଛନ୍ତି। ବାବୁଙ୍କ ଇଛା କଟକ-ବାରବାଟୀ ଆସନରୁ ଲଢିବେ। ଦେବାଶିଷଙ୍କୁ ସେଠାରୁ ତଡ଼ିବେ। ଏହି ଆସନରୁ ଆଗରୁ ମୋକିମ୍ ହରାଇଥିଲେ ଦେବାଶିଷଙ୍କୁ। ଦରଘାବଜାର ଜେଲ ପଡ଼ିଆରେ ମୋକିମ ନୂଆବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମ କରି ପାୱାର ଶୋ କରିଛନ୍ତି।

author-image
Debendra Prusty
ମୋକିମ୍ ବାରବାଟୀ, ଋଷି ପାରଦୀପ, ସମ୍ବିତ କୁଆଡ଼େ ଯିବେ?

bapi

ସବୁଆଡ଼େ ନଜର ବୁଲାଇ ସାରିବା ପରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏବେ ଶଙ୍ଖ ଫୁଙ୍କିବାକୁ ମନ ଜୋର କରିଛନ୍ତି। ବାବୁଙ୍କ ଇଛା କଟକ-ବାରବାଟୀ ଆସନରୁ ଲଢିବେ। ଦେବାଶିଷଙ୍କୁ ସେଠାରୁ ତଡ଼ିବେ। ଏହି ଆସନରୁ ଆଗରୁ ମୋକିମ୍ ହରାଇଥିଲେ ଦେବାଶିଷଙ୍କୁ। ଦରଘାବଜାର ଜେଲ ପଡ଼ିଆରେ ମୋକିମ ନୂଆବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମ କରି ପାୱାର ଶୋ କରିଛନ୍ତି।

Advertisment

BjD Bjp Congress Odisha Politics