Advertisment

ମୋକିମ୍ ବାରବାଟୀ, ଋଷି ପାରଦୀପ, ସମ୍ବିତ କୁଆଡ଼େ ଯିବେ?

ସବୁଆଡ଼େ ନଜର ବୁଲାଇ ସାରିବା ପରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏବେ ଶଙ୍ଖ ଫୁଙ୍କିବାକୁ ମନ ଜୋର କରିଛନ୍ତି। ବାବୁଙ୍କ ଇଛା କଟକ-ବାରବାଟୀ ଆସନରୁ ଲଢିବେ। ଦେବାଶିଷଙ୍କୁ ସେଠାରୁ ତଡ଼ିବେ। ଏହି ଆସନରୁ ଆଗରୁ ମୋକିମ୍ ହରାଇଥିଲେ ଦେବାଶିଷଙ୍କୁ। ଦରଘାବଜାର ଜେଲ ପଡ଼ିଆରେ ମୋକିମ ନୂଆବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମ କରି ପାୱାର ଶୋ କରିଛନ୍ତି।

bapi

Bjp BjD Congress Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe