ଦେଶ news ସୋନିଆଙ୍କୁ ଖୁସ୍ କରିବେ ନବୀନ! କେନ୍ଦ୍ରରେ କଂଗ୍ରେସ ଭଳି ରାଜ୍ୟରେ ବିଜୁ ଜନତା ଦଳ ଏଥର ଅସହାୟ ହୋଇପଡ଼ିଥିବା ଚର୍ଚ୍ଚା ହେଉଛି। ସବୁବେଳେ ସମଦୂରତ୍ୱର କଥା କହୁଥିବା ନବୀନ ପଟ୍ଟନାୟକ ବିଜେପିର ଉଭୟ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି। Debendra Prusty 20 Jul 2022 12:30 IST naveen soniaକେନ୍ଦ୍ରରେ କଂଗ୍ରେସ ଭଳି ରାଜ୍ୟରେ ବିଜୁ ଜନତା ଦଳ ଏଥର ଅସହାୟ ହୋଇପଡ଼ିଥିବା ଚର୍ଚ୍ଚା ହେଉଛି। ସବୁବେଳେ ସମଦୂରତ୍ୱର କଥା କହୁଥିବା ନବୀନ ପଟ୍ଟନାୟକ ବିଜେପିର ଉଭୟ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି।Advertisment Naveen Patnaik Narendra Modi Sonia Gandhi Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ