ସୋନିଆଙ୍କୁ ଖୁସ୍ କରିବେ ନବୀନ!

କେନ୍ଦ୍ରରେ କଂଗ୍ରେସ ଭଳି ରାଜ୍ୟରେ ବିଜୁ ଜନତା ଦଳ ଏଥର ଅସହାୟ ହୋଇପଡ଼ିଥିବା ଚର୍ଚ୍ଚା ହେଉଛି। ସବୁବେଳେ ସମଦୂରତ୍ୱର କଥା କହୁଥିବା ନବୀନ ପଟ୍ଟନାୟକ ବିଜେପିର ଉଭୟ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି।