Advertisment

ପଦ୍ମୁପୁରେ ଭର୍ଚୁଆଲ ନା ରିଅଲ ପ୍ରଚାର କରିବେ ନବୀନ?

ପଦ୍ମପୁରରେ ଭର୍ଚୁଆଲ ନୁହେଁ ରିଅଲରେ ପ୍ରଚାର କରିବେ କି ମୁଖ୍ୟମନ୍ତ୍ରୀ? ଧାମନଗରରେ ଭର୍ଚୁଆଲରେ ଭାଷଣ ଦେଇ ଦଳକୁ ମିଳିଲାନି ସଫଳତା। ପଦ୍ମପୁରରେ ପ୍ରଚାରର ମଙ୍ଗ ଧରିଥିବା ନେତା କୁଆଡ଼େ ରିୟଲ ପ୍ରଚାର ପାଇଁ ଅନୁରୋଧ କରିଛନ୍ତି! ଚର୍ଚ୍ଚା ହେଉଛି ପ୍ରଚାର ମୈଦାନକୁ ଓହ୍ଲାଇପାରନ୍ତି ନବୀନ! ଯଦି ସେ ପ୍ରଚାର ମଇଦାନକୁ ଓହ୍ଲାନ୍ତି ତେବେ ୨୦୧୯ ଉପ ନିର୍ବାଚନ ପରେ ଏହା ହେବ ପ୍ରଥମ ଘଟଣା। ୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଦ୍ମପୁର ଉପନିର୍ବାଚନକୁ ସେମିଫାଇନାଲ୍ ମ୍ୟାଚ କୁହାଯାଉଛି।

naveen

Naveen Patnaik Padmapur BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe