ଗୁଳି ଖାଇବି ପଛେ ହଟିବି ନାହିଁ

ଭୁବନେଶ୍ୱରର ରାଜରାସ୍ତା ଉପରେ ଜୋରଦାର ବିରୋଧ କରିଛନ୍ତି ଆନ୍ଦୋଳନକାରୀମାନେ। ଏହା ସହ ପୋଲିସ ମଧ୍ୟ ସେମାନଙ୍କୁ ଉଠାଇ ନେଇଛି।