ଅଙ୍ଗନବାଡ଼ି କର୍ମୀଙ୍କ ଦାବି ଶୁଣିବେ କି ସରକାର?
ପ୍ରାୟ ମାସେ ହେଲା ସାରା ରାଜ୍ୟରେ ଅଙ୍ଗନବାଡ଼ି କର୍ମୀମାନେ ଆନ୍ଦୋଳନ କରୁଛନ୍ତି। ସରକାରୀ ମାନ୍ୟତା, ନଚେତ ସେତେଦିନ ଯାଏ ମାସିକ ୧୮ ହଜାର ଟଙ୍କାର ଦରମା, ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା, ଇପିଏଫ୍, ଇଏସ୍ଆଇ, ଗ୍ରାଚ୍ୟୁଇଟି, ମିନି ଅଙ୍ଗନବାଡ଼ିକୁ ପୂର୍ଣ୍ଣାଙ୍ଗ ଅଙ୍ଗନବାଡ଼ିର ମାନ୍ୟତା, ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଓ ମାସିକ ପେନସନ ଭଳି ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି। ସରକାର ସେମାନଙ୍କ କଥା ଶୁଣିବେ କେବେ?

https://youtu.be/N_HA2i6yXn8