ଅଦ୍ୟତନ ହୋଇଛି
maxresdefault (6) (1)
Advertisment
ପଛୁଆ ବର୍ଗଙ୍କୁ ଅଣଦେଖା କର ନାହିଁ। ସେମାନଙ୍କ ପାଇଁ ଆଗ ସଂରକ୍ଷଣ ବ୍ୟବସ୍ଥା କରି ନିର୍ବାଚନକୁ ଓହ୍ଳାଅ। ସରକାରଙ୍କୁ ଏଭଳି ଧମକ ଦେଇଛନ୍ତି ବିରୋଧ॥ ଏନେଇ ବିଜେପି ବିଧାୟକ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି କି, ସଂରକ୍ଷଣ ଚୂଡାନ୍ତ ନହେବା ଯାଏ ନିର୍ବାଚନ ସ୍ଥଗିତ ରହୁ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିରୋଧ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/12/maxresdefault-6-1-1.jpg)