Advertisment

ରାହୁଲ ଲଢ଼ିବେ ସଭାପତି ନିର୍ବାଚନ!

ଅକ୍ଟୋବରରେ ହେବ କଂଗ୍ରେସ ନିର୍ବାଚନ। ରାହୁଲ ପୁଣି ଥରେ ଧରିବେ କି ଏଆଇସିସି କମାଣ? କଂଗ୍ରେସ ସଭାପତି ହେବା ପାଇଁ ନେତାଙ୍କ ଆଶା। ଗାନ୍ଧି ପରିବାର ପାଲଟିକ କି ଶେଷ ଭରସା? ୧୪ରୁ ମାରିଛି ଚିତ୍ ପଟାଙ୍ଗ, ୨୪ରେ କଂଗ୍ରେସ ଧରିବକି ଦେଶର ମଙ୍ଗ?

author-image
Debendra Prusty
ରାହୁଲ ଲଢ଼ିବେ ସଭାପତି ନିର୍ବାଚନ!

rahul

ଅକ୍ଟୋବରରେ ହେବ କଂଗ୍ରେସ ନିର୍ବାଚନ। ରାହୁଲ ପୁଣି ଥରେ ଧରିବେ କି ଏଆଇସିସି କମାଣ? କଂଗ୍ରେସ ସଭାପତି ହେବା ପାଇଁ ନେତାଙ୍କ ଆଶା। ଗାନ୍ଧି ପରିବାର ପାଲଟିକ କି ଶେଷ ଭରସା? ୧୪ରୁ ମାରିଛି ଚିତ୍ ପଟାଙ୍ଗ, ୨୪ରେ କଂଗ୍ରେସ ଧରିବକି ଦେଶର ମଙ୍ଗ?

Advertisment

Congress Rahul Gandhi Aicc Somia Gandhi