କୋହିନୂର ଫେରାଇ ଆଣିବେ ଭାରତ ପୁଅ?

ଆରମ୍ଭ ହେଲାଣି କୋହିନୂର ଭାରତ ଫେରିବା ଚର୍ଚ୍ଚା। ମହାରାଣୀଙ୍କ ମୁକୁଟରୁ ଭାରତ ଫେରିବ କି କୋହିନୂର? କୋହିନୂର ଫେରାଇ ଆଣିବେ କି ଭାରତ ପୁଅ?