କଂଗ୍ରେସ ଛାଡ଼ିବେ କି ଶଶି ଥରୁର?

sasi

sasi

Debendra Prusty
  • Published: Tuesday, 06 December 2022
  • Updated: 06 December 2022, 02:01 PM IST

ନିଜର ଚଳଣି ଓ ପାଶ୍ଚାତ୍ୟ ଜୀବନଶୈଳୀକୁ ନେଇ ଚର୍ଚ୍ଚାରେ ରହି ଆସିଥିବା ଥିରୁବନନ୍ତପୁରମର ସାଂସଦ ଶଶି ଥରୁର ଏବେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି। ତାଙ୍କ କାରବାରକୁ ନେଇ କେରଳ କଂଗ୍ରେସରେ ଅସନ୍ତୋଷ କୁହୁଳୁଥିବାରୁ ଶଶିଙ୍କୁ ନେଇ ସବୁକିଛି ଠିକ୍ ନାହିଁ। ରାଜ୍ୟ କଂଗ୍ରେସର ବଡ଼ ଗୋଷ୍ଠୀ ଯେଉଁ ସ୍ୱର ଉଠାଇ ଆସିଥିଲେ ଏବେ ସେମାନେ ଅଧିକ ସକ୍ରିୟ ହୋଇଛନ୍ତି।

https://youtu.be/uQv9H3m6s2o

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories