Advertisment

କଂଗ୍ରେସ ଛାଡ଼ିବେ କି ଶଶି ଥରୁର?

ନିଜର ଚଳଣି ଓ ପାଶ୍ଚାତ୍ୟ ଜୀବନଶୈଳୀକୁ ନେଇ ଚର୍ଚ୍ଚାରେ ରହି ଆସିଥିବା ଥିରୁବନନ୍ତପୁରମର ସାଂସଦ ଶଶି ଥରୁର ଏବେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି। ତାଙ୍କ କାରବାରକୁ ନେଇ କେରଳ କଂଗ୍ରେସରେ ଅସନ୍ତୋଷ କୁହୁଳୁଥିବାରୁ ଶଶିଙ୍କୁ ନେଇ ସବୁକିଛି ଠିକ୍ ନାହିଁ। ରାଜ୍ୟ କଂଗ୍ରେସର ବଡ଼ ଗୋଷ୍ଠୀ ଯେଉଁ ସ୍ୱର ଉଠାଇ ଆସିଥିଲେ ଏବେ ସେମାନେ ଅଧିକ ସକ୍ରିୟ ହୋଇଛନ୍ତି।

କଂଗ୍ରେସ ଛାଡ଼ିବେ କି ଶଶି ଥରୁର?

sasi

Congress Sonia Gandhi Shashi Tharoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe