Advertisment

’ଟଙ୍କା ଛଡ଼ାଇ ପିଟିବି’

ଧାମନଗର ଉପନିର୍ବାଚନରେ ଶାସକ ଦଳ ଟଙ୍କା ବାଣ୍ଟିବା ପ୍ରସଙ୍ଗ। ନିର୍ବାଚନ କମିଶନଙ୍କ ଦ୍ଵାରା ସ୍ଵତନ୍ତ୍ର ଟିମ୍ ଦ୍ଵାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବୀ କଲା କଂଗ୍ରେସ। ନହେଲେ ବିରୋଧ କରି ଟଙ୍କା ଛଡ଼ାଇବ କଂଗ୍ରେସ ନେତା। ଏହା ସହ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କଲା କଂଗ୍ରେସ। ଯଦି ନିର୍ବାଚନ କମିଶନ କିଛି ନ କରେ ତେବେ କଂଗ୍ରେସ ଟଙ୍କା ଛଡାଇବ ଆଉ କିଛି ଅପ୍ରୀତିକର ଆଉ ଗଣ୍ଡଗୋଳ ସ୍ଥିତି ପାଇଁ ସରକାର ଆଉ ନିର୍ବାଚନ କମିଶନ ଦାୟୀ […]

’ଟଙ୍କା ଛଡ଼ାଇ ପିଟିବି’

sura routray

Advertisment

ଧାମନଗର ଉପନିର୍ବାଚନରେ ଶାସକ ଦଳ ଟଙ୍କା ବାଣ୍ଟିବା ପ୍ରସଙ୍ଗ। ନିର୍ବାଚନ କମିଶନଙ୍କ ଦ୍ଵାରା ସ୍ଵତନ୍ତ୍ର ଟିମ୍ ଦ୍ଵାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବୀ କଲା କଂଗ୍ରେସ। ନହେଲେ ବିରୋଧ କରି ଟଙ୍କା ଛଡ଼ାଇବ କଂଗ୍ରେସ ନେତା। ଏହା ସହ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କଲା କଂଗ୍ରେସ। ଯଦି ନିର୍ବାଚନ କମିଶନ କିଛି ନ କରେ ତେବେ କଂଗ୍ରେସ ଟଙ୍କା ଛଡାଇବ ଆଉ କିଛି ଅପ୍ରୀତିକର ଆଉ ଗଣ୍ଡଗୋଳ ସ୍ଥିତି ପାଇଁ ସରକାର ଆଉ ନିର୍ବାଚନ କମିଶନ ଦାୟୀ ରହିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

Advertisment

Money Power Sura Routray Dhamnagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe