Advertisment

‘ଟଙ୍କା ଖାଇଦେବୁ, ଭୋଟ ଦେବୁନି’

ଟଙ୍କା ଖାଇଦେବୁ କିନ୍ତୁ ଭୋଟ ଦେବୁ ନାହିଁ। ଆମେ ଜଣଙ୍କୁ ହିଁ ଭୋଟ ଦେବୁ। ଅନ୍ୟ ଦଳ ଟଙ୍କା ଦେଲେ ଖାଇଦେବୁ ସବୁ କିନ୍ତୁ ତାଙ୍କୁ ଭୋଟ ଦେବୁନି ବୋଲି କହିଛନ୍ତି ଧାମନଗରର ଜଣେ ବାସିନ୍ଦା।

author-image
Debendra Prusty
‘ଟଙ୍କା ଖାଇଦେବୁ, ଭୋଟ ଦେବୁନି’

bribe for vote

ଟଙ୍କା ଖାଇଦେବୁ କିନ୍ତୁ ଭୋଟ ଦେବୁ ନାହିଁ। ଆମେ ଜଣଙ୍କୁ ହିଁ ଭୋଟ ଦେବୁ। ଅନ୍ୟ ଦଳ ଟଙ୍କା ଦେଲେ ଖାଇଦେବୁ ସବୁ କିନ୍ତୁ ତାଙ୍କୁ ଭୋଟ ଦେବୁନି ବୋଲି କହିଛନ୍ତି ଧାମନଗରର ଜଣେ ବାସିନ୍ଦା।

Advertisment

Dhamnagar Bye Poll Vote Business Bribe For Vote