Advertisment

ପ୍ରେମିକାକୁ ବୁଲାଇବି, ୩୦୦ ଟଙ୍କା ପଠାନ୍ତୁ

ପ୍ରେମିକା ସହ ଡେଟରେ ଯିବି ୩୦୦ ଟଙ୍କା ପଠାନ୍ତୁ। ୫୦୦ ଟଙ୍କା ପଠାଇଦେଲେ ପୂର୍ବତନ କ୍ରିକେଟର ଅମିତ ମିଶ୍ରା। ଅନେକ ସମୟରେ ଟ୍ୱିଟରରେ ଅଜବ ଗଜବ ଟ୍ୱିଟ ଦେଖିବାକୁ ମିଳିଥାଏ। ସେଲିବ୍ରେଟିଙ୍କୁ ଅନେକ ପ୍ରକାର ଡିମାଣ୍ଡ କରିଥାନ୍ତି ତାଙ୍କ ଫ୍ୟାନ୍ସ। କିଛି ପୂରଣ ହୁଏ କିଛି ପୂରଣ ହୁଏନି।

ପ୍ରେମିକାକୁ ବୁଲାଇବି, ୩୦୦ ଟଙ୍କା ପଠାନ୍ତୁ

amit mishra

Advertisment

ପ୍ରେମିକା ସହ ଡେଟରେ ଯିବି ୩୦୦ ଟଙ୍କା ପଠାନ୍ତୁ। ୫୦୦ ଟଙ୍କା ପଠାଇଦେଲେ ପୂର୍ବତନ କ୍ରିକେଟର ଅମିତ ମିଶ୍ରା। ଅନେକ ସମୟରେ ଟ୍ୱିଟରରେ ଅଜବ ଗଜବ ଟ୍ୱିଟ ଦେଖିବାକୁ ମିଳିଥାଏ। ସେଲିବ୍ରେଟିଙ୍କୁ ଅନେକ ପ୍ରକାର ଡିମାଣ୍ଡ କରିଥାନ୍ତି ତାଙ୍କ ଫ୍ୟାନ୍ସ। କିଛି ପୂରଣ ହୁଏ କିଛି ପୂରଣ ହୁଏନି।

Advertisment

Twitter Fan Cricket Fan Amit Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe