Advertisment

ପ୍ରାର୍ଥୀ ହେବେ କି ତପସ୍ବିନୀ?

ରାଜନୀତିରେ ଦକ୍ଷ ପ୍ରାର୍ଥୀଙ୍କ ଯେତେକି ଲୋଡ଼ା ଥାଏ, ତାଠୁ ଅଧିକ ଲୋକପ୍ରିୟ ବା ଚିହ୍ନା ଚେହେରା ସେତିକି ଦରକାର ପଡନ୍ତି। ଆଉ ଚିହ୍ନା ଚେହେରା ଭିତରେ ବ୍ରହ୍ବପୁର ବ୍ରହ୍ମାନଗରର ବୋହୁ ତପସ୍ବିନୀଙ୍କୁ କିଏ ନଜାଣେ। ଆଉ ଏହି ପରିଚିତ ଚେହେରାଙ୍କୁ କୌଣସି ରାଜନୈତିକ ଦଳ ବ୍ରହ୍ମପୁର ମହାନଗର ନିର୍ବାଚନରେ ପ୍ରାର୍ଥୀ ନକରିବେ ସେକଥା କିଏ କହିପାରିବ।

ପ୍ରାର୍ଥୀ ହେବେ କି ତପସ୍ବିନୀ?

tapaswini

Advertisment

ଦକ୍ଷ ପ୍ରାର୍ଥୀଙ୍କ ଯେତେକି ଲୋଡ଼ା ଥାଏ, ତାଠୁ ଅଧିକ ଲୋକପ୍ରିୟ ବା ଚିହ୍ନା ଚେହେରା ସେତିକି ଦରକାର ପଡନ୍ତି। ଆଉ ଚିହ୍ନା ଚେହେରା ଭିତରେ ବ୍ରହ୍ବପୁର ବ୍ରହ୍ମାନଗରର ବୋହୁ ତପସ୍ବିନୀଙ୍କୁ କିଏ ନଜାଣେ। ଆଉ ଏହି ପରିଚିତ ଚେହେରାଙ୍କୁ କୌଣସି ରାଜନୈତିକ ଦଳ ବ୍ରହ୍ମପୁର ମହାନଗର ନିର୍ବାଚନରେ ପ୍ରାର୍ଥୀ ନକରିବେ ସେକଥା କିଏ କହିପାରିବ।

Advertisment
Berhampur Panchayat Election Tapaswini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe