Advertisment

ଫେରିବେ ତଥାଗତ!

ବିଜେଡି ଛାଡ଼ିଛନ୍ତି, ହେଲେ ଦଳ ତାଙ୍କୁ ଛାଡ଼ିନି। ୨୪ରେ କମବ୍ୟାକ କରୁଛନ୍ତି କି ତଥାଗତ! ପୁଣି ସାଂସଦ ଭାବରେ ଲଢ଼ିବା ନେଇ ଚର୍ଚ୍ଚା। ଏମିତି ବି ରାଜନୀତିକୁ ସେ ଛାଡ଼ିପାରିବେ ନାହିଁ ବୋଲି କହିଥିଲେ। ତେବେ ତଥାଗତଙ୍କ ଗତି କୁଆଡ଼େ? ଓ୍ୱେଟ ଆଣ୍ଡ ଓ୍ୱାଚ ନୀତିରେ ଅଛନ୍ତି ତଥାଗତ।

author-image
Debendra Prusty
ଫେରିବେ ତଥାଗତ!

tathagata

ବିଜେଡି ଛାଡ଼ିଛନ୍ତି, ହେଲେ ଦଳ ତାଙ୍କୁ ଛାଡ଼ିନି। ୨୪ରେ କମବ୍ୟାକ କରୁଛନ୍ତି କି ତଥାଗତ! ପୁଣି ସାଂସଦ ଭାବରେ ଲଢ଼ିବା ନେଇ ଚର୍ଚ୍ଚା। ଏମିତି ବି ରାଜନୀତିକୁ ସେ ଛାଡ଼ିପାରିବେ ନାହିଁ ବୋଲି କହିଥିଲେ। ତେବେ ତଥାଗତଙ୍କ ଗତି କୁଆଡ଼େ? ଓ୍ୱେଟ ଆଣ୍ଡ ଓ୍ୱାଚ ନୀତିରେ ଅଛନ୍ତି ତଥାଗତ।

Advertisment

BjD Tathagat Satpathy Dhenkanal Loksabha