Advertisment

ଚର୍ଚ୍ଚାରେ ଥରୁରଙ୍କ ଆର୍ଟିକିଲ, ହେବେ କି ସଭାପତି?

କିଏ ହେବେ କଂଗ୍ରେସର ନୂଆ ମଙ୍ଗୁଆଳ? କାହା ହାତରେ ରହିବ ଦେଶର ସର୍ବପୁରାତନ ଦଳ? ଅଣ-ଗାନ୍ଧି ହେବେ କି ଦଳର ସଭାପତି? ଏନେଇ କଂଗ୍ରେସର ଶୀର୍ଷ ସ୍ତରରେ ଚାଲିଛି ବିତର୍କ। ଚର୍ଚ୍ଚାରେ ଥରୁରଙ୍କ ଆର୍ଟିକିଲ। ସଭାପତି ନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କଥା କହିଛନ୍ତି।

tharoor

Shashi Tharoor Aicc Congress President
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe