Advertisment

ଅଞ୍ଜନାଙ୍କ ଫାଇଲ୍ ରିଓପନ୍ କରିବ କି ସିବିଆଇ ?

କମିଶନରେଟ୍ ପୁଲିସର ଅପରେସନ୍ ‘ସାଇଲେଣ୍ଟ ଭାଇପର’ରେ ଫସିବା ପୂର୍ବରୁ ଅ଼ଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ଫାଇଲକୁ ଏକପ୍ରକାର କ୍ଲୋଜ୍ କରି ସାରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ବିବନର ଗିରଫଦାରି ପାଇଁ ସେତେବେଳେ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରି ସୁଦ୍ଧା ଫେଲ୍ ମାରିଥିବା ସିବିଆଇକୁ ଏହି ବିଫଳତା ପାଇଁ ହାଇକୋର୍ଟଙ୍କ ଭର୍ତ୍ସନା ବି ଶୁଣିବାକୁ ପଡ଼ିଥିଲା। ଏବେ କମିଶନରଟେ ପୁଲିସର ବିବନ୍ ଝଟକା ପରେ ପ୍ରଶ୍ନ ଉଠୁଛି, ୨୨ ବର୍ଷ ତଳର ଏହି ହାଇପ୍ରୋଫାଇଲ୍ ମାମଲାର […]

ଅଦ୍ୟତନ ହୋଇଛି
ଅଞ୍ଜନାଙ୍କ ଫାଇଲ୍ ରିଓପନ୍ କରିବ କି ସିବିଆଇ ?

anjana file reopen cbi pkg thumb

Advertisment

କମିଶନରେଟ୍ ପୁଲିସର ଅପରେସନ୍ ‘ସାଇଲେଣ୍ଟ ଭାଇପର’ରେ ଫସିବା ପୂର୍ବରୁ ଅ଼ଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ଫାଇଲକୁ ଏକପ୍ରକାର କ୍ଲୋଜ୍ କରି ସାରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ବିବନର ଗିରଫଦାରି ପାଇଁ ସେତେବେଳେ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରି ସୁଦ୍ଧା ଫେଲ୍ ମାରିଥିବା ସିବିଆଇକୁ ଏହି ବିଫଳତା ପାଇଁ ହାଇକୋର୍ଟଙ୍କ ଭର୍ତ୍ସନା ବି ଶୁଣିବାକୁ ପଡ଼ିଥିଲା। ଏବେ କମିଶନରଟେ ପୁଲିସର ବିବନ୍ ଝଟକା ପରେ ପ୍ରଶ୍ନ ଉଠୁଛି, ୨୨ ବର୍ଷ ତଳର ଏହି ହାଇପ୍ରୋଫାଇଲ୍ ମାମଲାର ଫାଇଲକୁ ରିଓପନ୍ କରିବ କି ସିବିଆଇ ?

Advertisment

Odisha Reporter CBI Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe