ଅମିତ ଶାହାଙ୍କ ଭବିଷ୍ୟବାଣୀ

ଅମିତ ଶାହାଙ୍କ ଭବିଷ୍ୟବାଣୀ, ଓଡ଼ିଶାରେ ହେବାକୁ ଯାଉଛି ବିଜେପି ସରକାର। ୨୦୨୪ରେ ଓଡ଼ିଶାରେ ହେବ କି ବିଜେପି ସରକାର? ଓଡ଼ିଶା ରାଜନୀତିକୁ ଦୋହଲାଇ ଦେଲାଭଳି ଶାହାଙ୍କ ବୟାନ୍ ସତ ହେବ କି?